9th April 2025
ଓମ୍ଫେଡ୍ ପ୍ଲାଣ୍ଟ ବୁଲି ଦେଖିଲେ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ।
ମୁଦ୍ରଣ ଏବଂ ବୈଦ୍ୟୁତିକ ଗଣମାଧ୍ୟମର ୫୦ ଜଣ ପ୍ରତିନିଧି ଆଜି ଅରିଲୋସ୍ଥିତ ଓମ୍ଫେଡ୍ ଡାଏରୀ ପରିଦର୍ଶନ କରିଛନ୍ତି । ସେମାନେ ଆମର ସମସ୍ତ କାର୍ଯ୍ୟକଳାପ, ଗୁଣବତ୍ତା, ସ୍ୱଚ୍ଛତା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଏବଂ ଆମର ଅତୁଟ ପ୍ରତିବଦ୍ଧତା ସଂପର୍କରେ ସେମାନେ ତଥ୍ୟାନୁସନ୍ଧାନ କରିଥିଲେ ।