29th April 2025
୨୦୧୯ ରେ ଏନ.ପି.ଡି.ଡି. ଅଧୀନରେ ସ୍ଥାପିତ ବାଙ୍କି ବ୍ଲକର ବ୍ରହ୍ମପୁର ବି.ଏମ୍.ସି.କୁ ଡ. ଋଷିପାଲ ସିଂହଙ୍କ ଗସ୍ତ ।
କଟକ ଜିଲ୍ଲା ବାଙ୍କି ବ୍ଲକ ଅନ୍ତର୍ଗତ ବ୍ରହ୍ମପୁର ଏମ୍.ପି.ସି.ଏସ୍. ଡ. ଋଷିପାଲ ସିଂହ ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ସେ ବ୍ରହ୍ମପୁର ଏମ୍. ପି. ସି. ଏସ୍. ର ସିଚବ, କୃଷକ ସଦସ୍ୟ ଓମ୍ଫେଡ୍ କଟକ ଦୁଗ୍ଧ ସଂଘର ଅଧିକାରୀ ଏବଂ ଏ.ଆର୍.ଡି. ବିଭାଗର ଅଧିକାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଡ. ଋଷିପାଲ ସିଂହଙ୍କ ନେତୃତ୍ୱରେ ଜାତୀୟ ସ୍ତରୀୟ ମନିଟରିଂ ଟିମ୍ ୨୦୧୯ ରେ ଏନପିଡିଡି ଅଧୀନରେ ସ୍ଥାପିତ ଆଠଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟାକଟା ବିଏମସି ଗସ୍ତ କରିଥିଲେ। ଏହି ବିଏମ୍ ସିର ଦୈନିକ ଶୀତଳୀକରଣ କ୍ଷମତା ୨୦୦୦ ଲିଟର ଥିଲା । ସ୍ଥାନୀୟ ଚାଷୀ, ଓମ୍ଫେଡ୍, କଟକ ଦୁଗ୍ଧ ସଂଘର ଅଧିକାରୀ ଏବଂ ଏମ୍.ପି.ସି.ଏସ୍. ସଚିବଙ୍କ ସହ ଏ ସଂପର୍କରେ ଆଲୋଚନା କରିଥିଲେ ।